ଫେଲ୍ ମାରିଛେ ଡ୍ରେନେଜ୍ ବ୍ୟବସ୍ଥା
ଲଗାତାର୍ ବରଷା ଲାଗିର୍ ବେହାଲ୍ ଭବାନୀପାଟଣା ଆର୍ ସୋନପୁର । ରୁଡେ, ଘରେ ସବୁ ଜାଗାନେ ଆଣ୍ଠେକ୍ ତକ୍ ଭାସୁଛେ ନାଲାର୍ ପାଏନ୍ । ତଲେ ପାହୁଲ୍ ରଖି ନାଇଁ ପାରବାର୍ ଲୁକେ । ଲାଗିଛେ ଭିନ୍ ଭିନ୍ ରୋଗ୍ ର ଡର୍ ।
#drainagesystem #drainproblem #incident #heavyrainfall #wateroverflow #ArgusNews